ଅର୍ଥ : ଗଳାର ତଳ ଭାଗରେ ଥିବା ଏକ ବାହିନୀବିହୀନ ଗ୍ରନ୍ଥି
ଉଦାହରଣ :
ଥାଇମସରୁ ସ୍ରାବିତ ଲସିକାକୋଶିକା ରୋଗକ୍ଷମତା ବଢ଼ାଇବାରେ ସହାୟକ ହୁଏ
ସମକକ୍ଷ : ଥାଇମସ, ବାଲ୍ୟଗ୍ରଂଥି
ଅନ୍ୟ ଭାଷାରେ ଅନୁବାଦ :
गले के निचले भाग में स्थित एक वाहिनीविहीन ग्रंथि।
थाइमस से स्रावित लसीकाकोशिका रोगक्षमता को बढ़ाने में सहायक होती है।A ductless glandular organ at the base of the neck that produces lymphocytes and aids in producing immunity. Atrophies with age.
thymus, thymus gland