ଅର୍ଥ : ଦକ୍ଷିଣ ଭାରତର ଗୋଟିଏ ପ୍ରାଚୀନରାଜ୍ୟ
ଉଦାହରଣ :
ତ୍ରାଭାଙ୍କୋର ସେକାଳର ଗୋଟିଏ ସମୃଦ୍ଧ ରାଜ୍ୟ
ସମକକ୍ଷ : ଅସ୍ମକ, ଟ୍ରାବନକୋର, ତିରୁବିଥାଙ୍କୁର, ତ୍ରିବାଙ୍କୋଡ଼
ଅନ୍ୟ ଭାଷାରେ ଅନୁବାଦ :
दक्षिण भारत का एक प्राचीन राज्य।
ट्रावनकोर कभी एक सम्पन्न राज्य हुआ करता था।