ଅର୍ଥ : ତେଲ, ଘିଅ ଆଦି ଚିକଣିଆ ପଦାର୍ଥ
ଉଦାହରଣ :
ଯନ୍ତ୍ରପାତିକୁ ଘର୍ଷଣରୁ ରକ୍ଷାକରିବାପାଇଁ ମଧ୍ୟ ଚିକ୍କଣିଆ ପଦାର୍ଥର ବ୍ୟବହାର କରାଯାଏ
ସମକକ୍ଷ : ଚିକ୍କଣିଆ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
A substance capable of reducing friction by making surfaces smooth or slippery.
lube, lubricant, lubricating substance, lubricator