ଅର୍ଥ : ଯେଉଁ ଲିପିରେ ତେଲୁଗୁ ଭାଷା ଲେଖାଯାଏ
ଉଦାହରଣ :
କୁନ୍ନୂରାନୀ ତେଲୁଗୁ ଲିପି ପଢିବାକୁ ଚେଷ୍ଟାକରୁଛି
ସମକକ୍ଷ : ତେଲୁଗୁ ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें तेलगू भाषा लिखी जाती है।
कुन्नूरानी तेलुगु पढ़ने की कोशिश कर रही है।ଅର୍ଥ : ତେଲୁଗୁ ଭାଷାର ବା ତା ସହିତ ସମ୍ବନ୍ଧିତ
ଉଦାହରଣ :
ଏହା ବହୁତ ପ୍ରଚଳିତ ତେଲୁଗୁ ଫିଲ୍ମ
ସମକକ୍ଷ : ତେଲଗୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତୈଲଙ୍ଗ ଦେଶରେ ରହୁଥିବା ବ୍ୟକ୍ତି
ଉଦାହରଣ :
ତୁମେ ଏ ପର୍ଯ୍ୟନ୍ତ କାହିଁକି ତେଲୁଗୁ ଲୋକମାନଙ୍କ ସଂସ୍ଥାରେ ସଦସ୍ୟ ହୋଇନାହଁ
ସମକକ୍ଷ : ତେଲଗୁ
ଅର୍ଥ : ତୈଲଙ୍ଗ କ୍ଷେତ୍ରର ବା ତା ସହିତ ସଂବନ୍ଧିତ
ଉଦାହରଣ :
ତେଲୁଗୁ ସଂସ୍ଥାଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବହୁତ ଭଲ ଥିଲା
ସମକକ୍ଷ : ତେଲଗୁ