ଅର୍ଥ : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
ଉଦାହରଣ :
ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
ସମକକ୍ଷ : ଅଶ୍ୱ, ଘୋଟକ, ଘୋଡ଼ା, ତୁରଙ୍ଗ, ହୟ
ଅନ୍ୟ ଭାଷାରେ ଅନୁବାଦ :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।