ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧାତୁତାରଦ୍ୱାରା ବିଜୁଳି ସାହାଯ୍ୟରେ ପଠାଯାଉଥିବା ଖବର
ଉଦାହରଣ : ଗାଁରୁ ମୋ ନିକଟକୁ ଗୋଟିଏ ଟେଲିଗ୍ରାମ୍ ଆସିଛି
ସମକକ୍ଷ : ଟେଲିଗ୍ରାମ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
धातु तंतु द्वारा बिजली की सहायता से भेजा जाने वाला समाचार।
A message transmitted by telegraph.
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ : ତାରବୃତ୍ତରେ ଅଠରଟି ବର୍ଣ୍ଣ ଥାଏ
ସମକକ୍ଷ : ତାରକ, ତାରକବୃତ୍ତ, ତାରବୃତ୍ତ
एक वर्णवृत्त।
(prosody) a system of versification.
ଅର୍ଥ : କୌଣସି ଧାତୁକୁ ଟାଣି ତିଆରି କରାଯାଇଥିବା ତନ୍ତୁ
ଉଦାହରଣ : ଏହା ଟେଲିଫୋନ ତାର
ସମକକ୍ଷ : ତନ୍ତୁ, ତନ୍ତ୍ରୀ
धातु को खींचकर बनाया हुआ तंतु।
Ligament made of metal and used to fasten things or make cages or fences etc.
ସଂସ୍ଥାପନ କରନ୍ତୁ