ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡେମ୍ଫ, ଫଳ, କନ୍ଦା,ଶାଗଆଦି ଯାହାକୁ ରାନ୍ଧି ରୋଟି, ଭାତଆଦି ସହିତ ଖିଆଯାଏ
ଉଦାହରଣ : ପ୍ରିୟମ୍ବଦା ଭେଣ୍ଡି ତରକାରୀ ରାନ୍ଧୁଛନ୍ତି
ସମକକ୍ଷ : ତିଅଣ, ତୁଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
डंठल, फल, कंद, शाक आदि जिन्हें पकाकर रोटी, चावल आदि के साथ खाते हैं।
Edible seeds or roots or stems or leaves or bulbs or tubers or nonsweet fruits of any of numerous herbaceous plant.
ଅର୍ଥ : ଖଟା, ବେସନଆଦିକୁ ରାନ୍ଧି ଗାଢ଼ାକରି ପ୍ରସ୍ତୁତ ହେଉଥିବା ଏକ ତରକାରୀ
ଉଦାହରଣ : କଡ଼ି ଅନେକ ପ୍ରକାରର
ସମକକ୍ଷ : କଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
खटाई, बेसन आदि को पकाकर गाढ़ा करने से बनने वाला एक सालन।
ସଂସ୍ଥାପନ କରନ୍ତୁ