ଅର୍ଥ : ଯେଉଁ ବଣରେ ତପସ୍ବୀ ରହନ୍ତି ଏବଂ ତପସ୍ୟା କରନ୍ତି
ଉଦାହରଣ :
ଶ୍ରୀ ରାମ ନିଜ ବନବାସ କାଳରେ ତପୋବନର କେତେକ ତପସ୍ବୀଙ୍କୁ ମଧ୍ୟ ଭେଟି ଥିଲେ
ଅନ୍ୟ ଭାଷାରେ ଅନୁବାଦ :
वह वन जहाँ तपस्वी रहते एवं तपस्या करते हैं।
रामजी अपने वनवास काल में तपोवन के कई तपस्वियों से भी मिले।
तपोवन