ଅର୍ଥ : କୌଣସି ବିଷୟ, ବସ୍ତୁ ଇତ୍ୟାଦି ସମ୍ବନ୍ଧରେ ସବୁ ତଥ୍ୟଗୁଡ଼ିକ ଅନ୍ୱେଷଣ କରିବା
ଉଦାହରଣ :
ସଂସ୍ଥା ଏହି ଘୋଟାଲାର ତଥ୍ୟାନ୍ୱେଷଣ କରୁଛନ୍ତି
ସମକକ୍ଷ : ଜାଞ୍ଚ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी विषय, वस्तु आदि से संबंधित सभी तथ्यों का अन्वेषण करना।
संस्था इस घोटाले का तथ्यान्वेषण कर रही है।Conduct an inquiry or investigation of.
The district attorney's office investigated reports of possible irregularities.