ଅର୍ଥ : ଯେଉଁ ଉପକରଣ ସହାୟତାରେ ଗୋଟିଏ ତାର ମାଧ୍ୟମରେ ସଞ୍ଚାର କରା ଯାଇପାରେ
ଉଦାହରଣ :
ତାର ଯନ୍ତ୍ର ସାହାଯ୍ୟରେ ଖବର ପଠାଯାଏ ଓ ଖବର ମିଳେ
ସମକକ୍ଷ : ତାର ଯଂତ୍ର, ତାର ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह उपकरण जिसकी सहायता से एक तार के माध्यम से संचार किया जाता है।
तारयंत्र के द्वारा संदेश भेजे और प्राप्त किए जाते हैं।Apparatus used to communicate at a distance over a wire (usually in Morse code).
telegraph, telegraphy