ଅର୍ଥ : ଚୁମ୍ବକୀୟ ଫିତାରେ ରେକର୍ଡ କରିବା କ୍ରିୟା
ଉଦାହରଣ :
ସେ ନିଜ ଛୁଆଙ୍କର ହର୍ଷଧ୍ୱନି ଟେପ୍ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
चुम्बकीय फीते पर रिकार्ड करने की क्रिया।
उसकी अपने बच्चों की किलकारियों की टेप की कोशिश अंततः सफल हुई।A recording made on magnetic tape.
The several recordings were combined on a master tape.ଅର୍ଥ : ଯେଉଁ ଯନ୍ତ୍ରରେ ଦୂରତା ମାପହୁଏ
ଉଦାହରଣ :
ସେ ଟେପ୍ରେ ସଡ଼କ ମାପୁଥିଲା
ସମକକ୍ଷ : ମାପଫିତା
ଅନ୍ୟ ଭାଷାରେ ଅନୁବାଦ :
Measuring instrument consisting of a narrow strip (cloth or metal) marked in inches or centimeters and used for measuring lengths.
The carpenter should have used his tape measure.ଅର୍ଥ : ଯେଉଁ ଯନ୍ତ୍ରରେ ଗୀତ, ଭାଷଣଆଦିକୁ ଟେପ୍ କରାଯାଏ ବା ଶୁଣା ଯାଇପାରିବ
ଉଦାହରଣ :
ସେ ଦିନସାରା ଟେପ୍ ଶୁଣୁଅଛି
ସମକକ୍ଷ : ଟେପ୍ ରେକର୍ଡ଼ର
ଅନ୍ୟ ଭାଷାରେ ଅନୁବାଦ :
वह यंत्र जिसमें गाना, भाषण आदि को चुंबकीय फीते पर अंकित किया जाता है तथा अंकित ध्वनियों को सुना भी जा सकता है।
वह दिनभर टेप सुनता रहता है।