ଅର୍ଥ : ଏକ ଛୋଟ ଗଛ ଯାହାର କିଛି ଖଟାଳିଆ, ଚେପ୍ଟା,ଗୋଲ୍, ମାଂସାଳ ଫଳ ଯାହାକୁ ପରିବା ରୂପରେ ଖିଆଯାଏ
ଉଦାହରଣ :
ସେ ଘର ପଛଆଡ଼େ ବିଲାତିବାଇଗଣ ଲଗାଇ ରଖିଛନ୍ତି
ସମକକ୍ଷ : ଟମାଟର, ପାତଳଘଣ୍ଟା, ବିଲାତିବାଇଗଣ
ଅନ୍ୟ ଭାଷାରେ ଅନୁବାଦ :
एक छोटा पौधा जिसके थोड़े खट्टे चपटे, गोल और गूदेदार फल सब्जी के रूप में खाए जाते हैं।
उसने घर के पिछवाड़े टमाटर लगा रखा है।Native to South America. Widely cultivated in many varieties.
love apple, lycopersicon esculentum, tomato, tomato plantଅର୍ଥ : ପାଚିଲାପରେ ଲାଲ ବା ହଳଦିଆ ରଙ୍ଗ ହେଉଥିବା ଏବଂ ପରିବା ରୂପରେ ଖିଆଯାଉଥିବା ଗୋଟିଏ ଖଟା ମାଂସଳ ଫଳ
ଉଦାହରଣ :
ସାଲାଢ଼ ତିଆରି କରିବାପାଇଁ ମା’ ବିଲାତି ବାଇଗଣ କାଟୁଛନ୍ତି
ସମକକ୍ଷ : ଟମାଟର୍, ପାତାଳ ଘଣ୍ଟା, ବିଲାତି, ବିଲାତି ବାଇଗଣ
ଅନ୍ୟ ଭାଷାରେ ଅନୁବାଦ :
एक खट्टा, पकने पर लाल या पीला, गूदेदार फल जो सब्जी के रूप में खाया जाता है।
माँ सलाद बनाने के लिए टमाटर काट रही है।Mildly acid red or yellow pulpy fruit eaten as a vegetable.
tomato