ଅର୍ଥ : ଏକ ଛୋଟ ଗଛ ଯାହାର କିଛି ଖଟାଳିଆ, ଚେପ୍ଟା,ଗୋଲ୍, ମାଂସାଳ ଫଳ ଯାହାକୁ ପରିବା ରୂପରେ ଖିଆଯାଏ
ଉଦାହରଣ :
ସେ ଘର ପଛଆଡ଼େ ବିଲାତିବାଇଗଣ ଲଗାଇ ରଖିଛନ୍ତି
ସମକକ୍ଷ : ଟମାଟୋ, ପାତଳଘଣ୍ଟା, ବିଲାତିବାଇଗଣ
ଅନ୍ୟ ଭାଷାରେ ଅନୁବାଦ :
एक छोटा पौधा जिसके थोड़े खट्टे चपटे, गोल और गूदेदार फल सब्जी के रूप में खाए जाते हैं।
उसने घर के पिछवाड़े टमाटर लगा रखा है।Native to South America. Widely cultivated in many varieties.
love apple, lycopersicon esculentum, tomato, tomato plant