ଅର୍ଥ : ଜୋର ଝଡ଼ତୋଫାନ
ଉଦାହରଣ :
କାଲି ଆସିଥିବା ଝଡ଼ତୋଫାନରେ କେତେକ କୁଡ଼ିଆ ନଷ୍ଟ ହୋଇଗଲା
ସମକକ୍ଷ : ଝଡ଼ତୋଫାନ
ଅନ୍ୟ ଭାଷାରେ ଅନୁବାଦ :
A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.
storm, violent stormଅର୍ଥ : ବହୁତ ତୀବ୍ର ବା ତେଜ
ଉଦାହରଣ :
କାଲିର ଝଡ଼ବତାସ ହୃଦୟକୁ କମ୍ପାଇ ଦେବାଭଳି ଥିଲା
ସମକକ୍ଷ : ଝଞ୍ଜା, ଝଞ୍ଜାବାତ, ପ୍ରବଳ ଝଡ଼ବାତ୍ୟା
ଅନ୍ୟ ଭାଷାରେ ଅନୁବାଦ :