ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଝାଡ଼ ଜଙ୍ଗଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଝାଡ଼ ଜଙ୍ଗଲ   ବିଶେଷ୍ୟ

ଅର୍ଥ : କଣ୍ଟାଦାର ଗଛ ବା ଝାଡ଼ର ଘନ ସମୂହ

ଉଦାହରଣ : ଶିକାରୀକୁ ଦେଖିବା ମାତ୍ରେ ହିଁ ବାରହା ଝାଡ଼ ଜଙ୍ଗଲରେ ଲୁଚିଗଲା

ସମକକ୍ଷ : ଝାଡ଼


ଅନ୍ୟ ଭାଷାରେ ଅନୁବାଦ :

घने और कांटेदार पौधों या झाड़ियों का घना समूह।

शिकारी को देखते ही जंगली सूअर झंखाड़ में छिप गया।
झंखाड़, झाँकर, झाँखर