ଅର୍ଥ : ଏକ ସାମୁଦ୍ରିକ କଳ୍ପିତ ଜୀବ ଯାହାର ଅଧା ଅଂଶ ନାରୀ ଓ ଅଧା ଅଂଶ ମାଛ ଭଳି
ଉଦାହରଣ :
ପିଲାମାନେ ଆଈଙ୍କୁ ଜଳପରୀ କାହାଣୀ ଶୁଣାଇବାପାଇଁ ଅଳି କରୁଥିଲେ
ସମକକ୍ଷ : ଜଳକନ୍ୟା, ମତ୍ସ୍ୟକନ୍ୟା
ଅନ୍ୟ ଭାଷାରେ ଅନୁବାଦ :
एक समुद्री कल्पित जीव जिसका आधा भाग औरत का और आधा भाग मछली का होता है।
बच्चे नानी से जलपरी की कहानी सुनाने का आग्रह कर रहे थे।Half woman and half fish. Lives in the sea.
mermaid