ଅର୍ଥ : ଦ୍ରୁତଗତିରେ ଜଙ୍ଗଲ କାଟିବା କ୍ରିୟା
ଉଦାହରଣ :
ନିର୍ବନୀକରଣ ରୋକିବା ପ୍ରତ୍ୟେକ ନାଗରିକର ଧର୍ମ
ସମକକ୍ଷ : ଡିଫରେଷ୍ଟେସନ, ନିର୍ବନୀକରଣ, ବନନାଶନ
ଅନ୍ୟ ଭାଷାରେ ଅନୁବାଦ :
बड़े पैमाने पर जंगलों को काटने की क्रिया।
वनोन्मूलन को रोकना हर नागरिक का धर्म है।