ଅର୍ଥ : ଛିଦ୍ର ବା ଦୋଷ ବାହାରକରିବା ବାଲା ବ୍ୟକ୍ତି
ଉଦାହରଣ :
ଛିଦ୍ରାନ୍ୱେଷକଙ୍କ ଆଖିରେ ଛୋଟଛୋଟ ଭୁଲ୍ ମଧ୍ୟ ଲୁଚିପାରିବ ନାହିଁ
ସମକକ୍ଷ : ଛିଦ୍ରାନ୍ୱେଷକ, ଭୁଲବାହାରକରିବା
ଅନ୍ୟ ଭାଷାରେ ଅନୁବାଦ :
ऐब या दोष निकालने वाला व्यक्ति।
नुकता-चीनों की नज़र से छोटी-से-छोटी कमी भी नहीं छिप सकती।Someone who takes the worse side just for the sake of argument.
devil's advocateଅର୍ଥ : ପରର ଦୋଷ ଖୋଜିବା ଲୋକ
ଉଦାହରଣ :
ଛିଦ୍ରାନ୍ୱେଷୀ ନିଜର ଭୁଲ୍କୁ ନଗଣ୍ୟ ମନେ କରେ
ସମକକ୍ଷ : ଛିଦ୍ରାନ୍ୱେଷକ
ଅନ୍ୟ ଭାଷାରେ ଅନୁବାଦ :
दूसरों के दोष ढूँढ़नेवाला।
छिद्रान्वेषक व्यक्ति अपनी बुराइयों को नजरअंदाज कर देते हैं।