ଅର୍ଥ : ଜଣେ ମହାନ ବ୍ୟକ୍ତି ଯେ ଭାରତର ଚଳଚିତ୍ର ନିର୍ମାଣର ଜନ୍ମଦାତା ଥିଲେ
ଉଦାହରଣ :
ଦାଦାସାହେବ ଫାଲକେଙ୍କ ଜନ୍ମ ତ୍ର୍ୟମ୍ବକେଶ୍ୱରରେ ୧୮୭୦ ମସିହା ଅପ୍ରେଲ ୩୦ ତାରିଖରେ ହୋଇଥିଲା
ସମକକ୍ଷ : ଦାଦାସାହେବ ଫାଲକେ
ଅନ୍ୟ ଭାଷାରେ ଅନୁବାଦ :
एक महान व्यक्ति जो भारत में चलचित्र-निर्माण के जन्मदाता थे।
दादा साहब फालके का जन्म त्र्यंबकेश्वर में ३० अप्रैल १८७० ईसवी में हुआ था।