ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା
ଉଦାହରଣ : ପଥରରେ ପିଲାର ହାତ ଦବିଗଲା
ସମକକ୍ଷ : ଚପିବା, ଦବିବା, ଦାବିହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
भारी चीज़ के नीचे आना या होना।
ଅର୍ଥ : କୌଣସି ବସ୍ତୁ ଉପରେ ଚାପ ପକାଇବା
ଉଦାହରଣ : ମୋ ଆଙ୍ଗୁଠି କବାଟରେ ଚାପି ହୋଇଗଲା
ସମକକ୍ଷ : ଚାପିଯିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु पर दबाव पड़ना।
Place between two surfaces and apply weight or pressure.
ସଂସ୍ଥାପନ କରନ୍ତୁ