ଅର୍ଥ : ଚମଡ଼ା ମାଠିଆରେ ପାଣି ବାହାରକରି ଜଳସେଚନ କରୁଥିବା ବ୍ୟକ୍ତି
ଉଦାହରଣ :
ଚମଡ଼ା ମାଠିଆରେ ପାଣି ବାହାରକରୁଥିବା ବ୍ୟକ୍ତି ଜମିରେ ପାଣିମଡ଼ାଇବାପାଇଁ କୂଅ ଉପରେ ଚମଡ଼ା ମାଠିଆ ଚଲାଉଛି
ସମକକ୍ଷ :
ଚରସୀ
ଅନ୍ୟ ଭାଷାରେ ଅନୁବାଦ :
चरस से पानी निकालकर सिंचाई करनेवाला व्यक्ति।
चरसी खेत की सिंचाई के लिए कुँए पर चरस चला रहा है।
चरसिया,
चरसी