ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶ ଏବଂ ଚାରି ମିଶିଲେ ପ୍ରାପ୍ତ ସଂଖ୍ୟା
ଉଦାହରଣ : ଚଉଦରୁ ଚାରି ବିୟୋଗ କଲେ ଦଶ ହୁଏ
ସମକକ୍ଷ : ଚଉଦ, ୧୪
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस और चार के जोड़ से प्राप्त संख्या।
The cardinal number that is the sum of thirteen and one.
ଅର୍ଥ : ଦଶରୁ ଚାରି ଅଧିକ
ଉଦାହରଣ : ଭଗବାନ ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ବନବାସ ହୋଇଥିଲା
दस से चार अधिक।
Being one more than thirteen.
ସଂସ୍ଥାପନ କରନ୍ତୁ