ଅର୍ଥ : ହାତୀ, ଘୋଡ଼ା, ରଥ ଏବଂ ପଦାତି ଏହି ଚାରି ଅଙ୍ଗଯୁକ୍ତ ସେନା
ଉଦାହରଣ :
ପ୍ରାଚୀନ କାଳରେ ରାଜା ଯୁଦ୍ଧରେ ଚତୁରଙ୍ଗ ସେନାର ଉପଯୋଗ କରୁଥିଲେ
ସମକକ୍ଷ : ଚତୁରଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
हाथी, घोड़े, रथ और पैदल - इन चार अंगों वाली सेना।
प्राचीन काल में राजा युद्ध में चतुरंगिणी का उपयोग करते थे।