ଅର୍ଥ : କାହାରି ନେତୃତ୍ବରେ କୌଣସି ଗ୍ରନ୍ଥର ଶୋଭାଯାତ୍ରା ଯେଉଁଥିରେ ଏକରୁ ଅଧିକ ଲୋକ ଯୋଗ ଦେଇଥାଆନ୍ତି
ଉଦାହରଣ :
ସାହିତ୍ୟ ସମ୍ମେଳନ ଦିନ ଗ୍ରନ୍ଥଯାତ୍ରା ବାହାର କରାଗଲା
ସମକକ୍ଷ : ଗ୍ରନ୍ଥଯାତ୍ରା
ଅନ୍ୟ ଭାଷାରେ ଅନୁବାଦ :
किसी के मार्गदर्शन में किसी ग्रंथ या ग्रंथो को पालकी में रखकर निकाली गई सवारी।
साहित्य सम्मेलन के दिन ग्रंथयात्रा निकाली गई।