ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ବା ସମାନ ଗୋତ୍ରର ବ୍ୟକ୍ତି
ଉଦାହରଣ : ଏହି ସମାରୋହରେ ରାମର ସମସ୍ତ ସଗୋତ୍ରୀୟ ଉପସ୍ଥିତ ଥିଲେ
ସମକକ୍ଷ : ଗୋତ୍ରୀ, ସଗୋତ୍ରୀ, ସଗୋତ୍ରୀୟ, ସମଗୋତ୍ରୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक ही या समान गोत्र का व्यक्ति।
ଅର୍ଥ : ସମାନ ଗୋତ୍ରର
ଉଦାହରଣ : ବାହ୍ମଣଙ୍କ ମଧ୍ୟରେ ସଗୋତ୍ରୀୟ ପରିବାର ମଧ୍ୟରେ ସମ୍ବନ୍ଧ ସ୍ଥାପନ କରାଯାଏ ନାହିଁ
ସମକକ୍ଷ : ଗୋତ୍ରୀ, ସଗୋତ୍ରୀୟ, ସଗୋତ୍ରୀ, ସମଗୋତ୍ରୀୟ
समान गोत्र वाला।
ସଂସ୍ଥାପନ କରନ୍ତୁ