ଅର୍ଥ : ଶରୀରର ଗଣ୍ଠିଗୁଡିକରେ ହେଉଥିବା ଦରଜା
ଉଦାହରଣ :
ବାର୍ଦ୍ଧକ୍ୟରେ ପ୍ରାୟତଃ ସମସ୍ତେ ଗଣ୍ଠିବିନ୍ଧାର ଶୀକାର ହୋଇଥାନ୍ତି
ସମକକ୍ଷ :
ଗଣ୍ଠିଘୋଳା, ଗଣ୍ଠିଦରଜ
ଅନ୍ୟ ଭାଷାରେ ଅନୁବାଦ :
शरीर की गाँठों में होने वाला दर्द।
बुढ़ापे में प्रायः सभी अंतर्वेध का शिकार हो जाते है।
अंतर्वेध,
अन्तर्वेध