ଅର୍ଥ : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା
ଉଦାହରଣ :
କୁକୁର ଅଳିଆଗଦାକୁ ଘାଣ୍ଟୁଛି
ସମକକ୍ଷ :
ଘାଣ୍ଟିବା
ଅନ୍ୟ ଭାଷାରେ ଅନୁବାଦ :
ढेर आदि को इधर-उधर करना या इधर-उधर करने की कोशिश करना।
कुत्ता कचड़े के ढेर को कुरेद रहा है।
कुरेदना