ଅର୍ଥ : ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତି
ଉଦାହରଣ :
ଖାଦ୍ୟରେ ଭେଜାଲ୍ କରିବା କାରଣରୁ ଲୋକେ ଗୋଟିଏ ଖାଦ୍ୟଦ୍ରବ୍ୟ ବିକ୍ରେତା ଦୋକାନରେ ନିଆଁ ଲଗାଇଦେଲେ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो आहार बेचता हो।
आहार में मिलावट करने के कारण लोगों ने एक आहार विक्रेता की दुकान में आग लगा दी।