ଅର୍ଥ : ସେହି ସ୍ଥାନ ଯାହା କୌଣସି କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ ହୋଇଛି ବା ସେଠାରେ କୌଣସି କାର୍ଯ୍ୟ ବିଶେଷ ରୂପରେ ହୋଇଥାଏ
ଉଦାହରଣ :
ଦିଲ୍ଲୀ ନେତାମାନଙ୍କ ନିମନ୍ତେ ଗୋଟିଏ ରାଜନୈତିକ କେନ୍ଦ୍ର
ସମକକ୍ଷ : ଆଡ଼୍ଡ଼ା, କେନ୍ଦ୍ର, କେନ୍ଦ୍ର ସ୍ଥଳ
ଅନ୍ୟ ଭାଷାରେ ଅନୁବାଦ :
वह स्थान जो किसी कार्य आदि के लिए नियत हो या वहाँ कोई कार्य विशेष रूप से होता हो।
दिल्ली नेताओं के लिए एक राजनैतिक केंद्र है।