ଅର୍ଥ : ରାବଣର ସମ୍ବନ୍ଧୀ ତଥା ହନୁମାନଙ୍କଦ୍ୱାରା ମରା ଯାଇଥିବା ଏକ ରାକ୍ଷସ
ଉଦାହରଣ :
ହନୁମାନଙ୍କୁ ଭୁଲାଇବାପାଇଁ କାଳନେମୀ ସାଧୁ ବେଶ ଧାରଣ କରିଥିଲା
ଅନ୍ୟ ଭାଷାରେ ଅନୁବାଦ :
एक राक्षस जो रावण का संबंधी था और जिसको हनुमानजी ने मारा था।
कालनेमि ने हनुमानजी को छलने के लिए साधु का वेष बनाया था।
कालनेमि,
कालनेमी