ଅର୍ଥ : ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଇଥିବା ସେହି କାର୍ଡ଼ ଯାହାକୁ ଦେଖେଇ କରି ସେ ନିର୍ଧାରିତ ପରିମାଣର ଜିନିଷ ପ୍ରାପ୍ତ କରିପାରନ୍ତି
ଉଦାହରଣ :
ମୋତେ ଖାଉଟି କାର୍ଡ଼ ଠିକଣା ବଦଳେଇବାକୁ ପଡ଼ିବ
ସମକକ୍ଷ : ଖାଉଟି କାର୍ଡ଼, ରେସନ କାର୍ଡ଼
ଅନ୍ୟ ଭାଷାରେ ଅନୁବାଦ :
प्रत्येक व्यक्ति को दिया हुआ वह कार्ड जिसको दिखाकर वह निर्धारित परिमाण में सामग्री प्राप्त कर सकता है।
मुझे राशन कार्ड का पता बदलवाना है।A card certifying the bearer's right to purchase rationed goods.
ration card