ଅର୍ଥ : ଯେଉଁ ରାସ୍ତା ଉପରେ ଗୋଡ଼ି ପଥର ପିଟାହୋଇ ନ ଥାଏ
ଉଦାହରଣ :
ବର୍ଷାଦିନେ କଚ୍ଚାରାସ୍ତା ଉପରେ ଯାତାୟତ କରିବା କଷ୍ଟକର
ସମକକ୍ଷ : ମାଟିରାସ୍ତା
ଅନ୍ୟ ଭାଷାରେ ଅନୁବାଦ :
वह सड़क जिसपर कंकड़-पत्थर न पीटा गया हो।
वर्षा के दिनों में कच्ची सड़क पर चलना मुश्किल होता है।