ଅର୍ଥ : ଯେଉଁ ଛୋଟ କାଗଜରେ ରୋଗୀପାଇଁ ଔଷଧ ଏବଂ ତାର ସେବନପାଇଁ ବିଧି ଲେଖାଯାଇଥାଏ
ଉଦାହରଣ :
ବୈଦ୍ୟଙ୍କ ଘରୁ ଫେରିବା ବେଳେ ରାସ୍ତାରେ କେଉଁଠି ଔଷଧ_ଚିଠା ପଡ଼ିଗଲା
ସମକକ୍ଷ : ଔଷଧ ଚିରୁକୁଟି, ପ୍ରେସ୍କ୍ରିପ୍ସନ୍
ଅନ୍ୟ ଭାଷାରେ ଅନୁବାଦ :
Written instructions from a physician or dentist to a druggist concerning the form and dosage of a drug to be issued to a given patient.
prescription