ଅର୍ଥ : ସବୁଠାରୁ ବଡ଼ ମହାଦ୍ୱୀପ ଯେଉଁଠି ସମ୍ପୂର୍ଣ୍ଣ ଲୋକ ସଂଖ୍ୟାର ଷାଠିଏ ପ୍ରତିଶତ ଲୋକ ବାସକରନ୍ତି
ଉଦାହରଣ :
ଭାରତ ବର୍ଷ ଏସିଆରେ ଅବସ୍ଥିତ
ସମକକ୍ଷ : ଏସିଆ
ଅନ୍ୟ ଭାଷାରେ ଅନୁବାଦ :
सबसे बड़ा महाद्वीप जिसमें कुल आबादी की साठ प्रतिशत आबादी निवास करती है।
भारत वर्ष एशिया में स्थित है।