ଅର୍ଥ : ଦୁଇଆଡ଼ୁ
ଉଦାହରଣ :
ବର ଓ କନ୍ୟା ଉଭୟ ପକ୍ଷ ସହିତ ସମ୍ପର୍କହେତୁ ଏହି ବିବାହ ସମାରୋହରେ ମୁଁ ଉଭୟ ପକ୍ଷରୁ ଆମନ୍ତ୍ରିତ ହୋଇଛି
ସମକକ୍ଷ : ଉଭୟ ଆଡ଼ୁ, ଉଭୟ ପକ୍ଷରୁ
ଅନ୍ୟ ଭାଷାରେ ଅନୁବାଦ :
दोनों ओर से।
वर पक्ष और कन्या पक्ष दोनों से संबंध होने के कारण इस विवाह समारोह में मैं उभयतः आमंत्रित हूँ।