ଅର୍ଥ : ଉତ୍ତର ଆମେରିକାର ନିବାସୀ
ଉଦାହରଣ :
କେତେକ ଧନୀ ଉତ୍ତର ଆମେରିକୀୟମାନେ ଗରିବ ମାନଙ୍କ ସାହାଯ୍ୟ ପାଇଁ ଅର୍ଥଦାନ କଲେ
ସମକକ୍ଷ : ଉତ୍ତର ଆମେରିକୀୟ
ଅନ୍ୟ ଭାଷାରେ ଅନୁବାଦ :
उत्तरीअमरीका के निवासी।
कुछ सम्पन्न उत्तरीअमरीकियों ने गरीबों की मदद के लिए धनराशि दी।A native or inhabitant of North America.
north american