ଅର୍ଥ : ଭାରତର ଉତ୍ତରାଞ୍ଚଳର ଏକ ସହର
ଉଦାହରଣ :
ଉତ୍ତରକାଶୀ ସହରରେ ଗତ କିଛିଦିନ ଧରି ପଥର ଖସିବା କାରଣରୁ ଅନେକ କୋଠାଘର ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି
ସମକକ୍ଷ : ଉତ୍ତରକାଶୀ
ଅନ୍ୟ ଭାଷାରେ ଅନୁବାଦ :
भारत के उत्तराखंड प्रांत का एक शहर।
उत्तरकाशी में पिछले कई दिनों से चट्टानें खिसकने के कारण इमारतों को भारी नुक़सान पहुँचा है।