ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଉତ୍ତାପ ପାଇ ଫେଣ ସହିତ ଉପରକୁ ଉଠିବା କ୍ରିୟା
ଉଦାହରଣ : ଦୁଧ ଗରମ ହେଲେ ଉତୁରିବା ସାଧାରଣ କଥା
ସମକକ୍ଷ : ଫୁଲିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
गरमी पाकर फेन के साथ ऊपर उठने की क्रिया।
ଅର୍ଥ : ନିଆଁରେ ଗରମ କରିବା ସମୟରେ ତରଳ ପଦାର୍ଥ ଫେଣ ସହିତ ଉପରକୁ ଉଠିବା
ଉଦାହରଣ : ଚୁଲି ଉପରେଥିବା ପାଣି ଫୁଟୁଛି
ସମକକ୍ଷ : ଫୁଟିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
आग पर चढ़े हुए तरल पदार्थ का फेन के साथ ऊपर उठना या क्वथनांक पर द्रव का वाष्प के रूप में बदलना।
Come to the boiling point and change from a liquid to vapor.
ଅର୍ଥ : ଆଉଟା କ୍ଷୀରଆଦି ଉପରକୁ ଉଠିବା
ଉଦାହରଣ : ଆଞ୍ଚ କମ୍ କରିଦିଅ, କ୍ଷୀର ଉତୁରୁଛି
खौलते हुए दूध आदि का ऊपर को उठना।
ସଂସ୍ଥାପନ କରନ୍ତୁ