ଅର୍ଥ : ସମୁଦ୍ର ମନ୍ଥନରୁ ଯେଉଁ ଘୋଡ଼ା ବାହାରିଥିଲା ଏବଂ ଯାହାକୁ ଚତୁର୍ଦ୍ଦଶ ରତ୍ନ ମଧ୍ୟରେ ଗଣାଯାଏ
ଉଦାହରଣ :
ଉଚ୍ଚୈଃଶ୍ରବା ଅଶ୍ୱ ଧଳା ରଙ୍ଗର ଏବଂ ସାତ ମୁଖବିଶିଷ୍ଟ ବୋଲି ବିଚାର କରାଯାଏ
ସମକକ୍ଷ : ଉଚ୍ଚୈଃଶ୍ରବା, ଉଚ୍ଚୈଃଶ୍ରବା ଅଶ୍ୱ
ଅନ୍ୟ ଭାଷାରେ ଅନୁବାଦ :
वह घोड़ा जो समुद्र मंथन के दौरान निकला था और जिसकी गणना चौदह रत्नों में होती है।
उच्चैःश्रवा सफेद रंग का और सात मुख वाला माना जाता है।An imaginary being of myth or fable.
mythical being