ଅର୍ଥ : ଇଞ୍ଜେକ୍ସନଦ୍ୱାରା ଶରୀରର ଧମନୀ ଆଦିରେ ତରଳ ଔଷଧ ପହଞ୍ଚାଇବା
ଉଦାହରଣ :
ଡାକ୍ତର ତାକୁ ଟୀକା ଦେଲେ
ସମକକ୍ଷ : ଇଞ୍ଜେକ୍ସନ ଦେବା, ଟୀକା ଦେବା, ଟୀକା ଲଗାଇବା
ଅନ୍ୟ ଭାଷାରେ ଅନୁବାଦ :
इंजैकशन से शरीर की रगों या पट्टों में तरल औषध आदि पहुँचाना।
डाक्टर ने उसे सुई लगाई।