ଅର୍ଥ : ଇଚ୍ଛା ପୂରଣ କରିବାର ଅବସ୍ଥା ବା ଭାବ
ଉଦାହରଣ :
ପରମାନନ୍ଦ ପ୍ରାପ୍ତି ହିଁ ପ୍ରକୃତ ଇଚ୍ଛାପୂର୍ଣ୍ଣତା
ସମକକ୍ଷ : କାମନାପୂର୍ଣ୍ଣତା, ମନୋରଥପୂର୍ଣ୍ଣତା
ଅନ୍ୟ ଭାଷାରେ ଅନୁବାଦ :
इच्छा के पूर्ण होने की अवस्था या भाव।
परमानन्द की प्राप्ति ही सच्ची इच्छापूर्णता है।