ଅର୍ଥ : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
ଉଦାହରଣ :
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
ସମକକ୍ଷ : ଅନାଶ୍ରିତ, ଆଶ୍ରୟହୀନ, ନିରାଶ୍ରିତ, ନିରାଶ୍ରୟ
ଅନ୍ୟ ଭାଷାରେ ଅନୁବାଦ :
Poor enough to need help from others.
destitute, impoverished, indigent, necessitous, needy, poverty-stricken