ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚଢ଼ିବା ପ୍ରକ୍ରିୟା
ଉଦାହରଣ : ଘୋଡ଼ାରେ ଆରୋହଣ କରିବା ସମୟରେ ରାମ ପଡ଼ିଗଲା
ସମକକ୍ଷ : ଅଧିରୋହଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
सवार होने की क्रिया।
ଅର୍ଥ : ଉପରଆଡ଼କୁ ଉଠିବାର ପ୍ରକ୍ରିୟା
ଉଦାହରଣ : ପର୍ବତ ଆରୋହଣ ସମସ୍ତଙ୍କ ପାଇଁ ସହଜ ନୁହେଁ
ସମକକ୍ଷ : ଅଧିରୋହ, ଅଧିରୋହଣ, ଚଢ଼ା
ଅନ୍ୟ ଭାଷାରେ ଅନୁବାଦ :हिन्दी English
ऊपर की ओर चढ़ने की क्रिया या भाव।
A movement upward.
ସଂସ୍ଥାପନ କରନ୍ତୁ