ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆମ କାରଣରୁ ପେଟ ଫୁଲିବା ରୋଗ
ଉଦାହରଣ : ସଲୋନୀ ଆମରୋଗରେ ପୀଡିତ
ସମକକ୍ଷ : ଆମରୋଗ, ଆମ୍ବରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
आँव के कारण पेट फूलने का रोग।
ଅର୍ଥ : ଗୋଟିଏ ପ୍ରକାର ବାତ ରୋଗ
ଉଦାହରଣ : ଆମବାତରେ ଖାଦ୍ୟ ଭଲ ଭାବରେ ହଜମ ହୁଏ ନାହିଁ ଏବଂ ହାତ-ପାଦ ଫୁଲି ଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का वात रोग।
Any painful disorder of the joints or muscles or connective tissues.
ସଂସ୍ଥାପନ କରନ୍ତୁ