ଅର୍ଥ : ଭୋଜନ ଅନ୍ତେ ଆଚମନ
ଉଦାହରଣ :
ଆଚମନ ପରେ ଜେଜେ ଆରାମ କରିବାକୁ ଗଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପାଣି ପିଇବା ଅବା ପିଆଇବା କାମ
ଉଦାହରଣ :
କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି
ସମକକ୍ଷ : ଜଳପାନ
ଅନ୍ୟ ଭାଷାରେ ଅନୁବାଦ :