ଅର୍ଥ : ଆଗକୁ ଆସିବାବାଲା ବା ତାହା ସହିତ ସମ୍ବନ୍ଧିତ
ଉଦାହରଣ :
ମୁଁ ଆଗାମୀ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଛି ଆସନ୍ତା ବର୍ଷ ମୁଁ କଠିନ ପରିଶ୍ରମ କରିବି
ସମକକ୍ଷ : ଆଗିଲା, ଆସନ୍ତା, ପରବର୍ତୀ
ଅନ୍ୟ ଭାଷାରେ ଅନୁବାଦ :
Of the relatively near future.
The approaching election.ଅର୍ଥ : ଭବିଷ୍ୟତ କାଳ ବା ଭବିଷ୍ୟତ କାଳରେ ହେବାକୁଥିବା
ଉଦାହରଣ :
ଆମକୁ ଭବିଷ୍ୟ କାଳୀନ ଯୋଜନାଗୁଡ଼ିକର ରୂପରେଖ ତିଆରି କରିନେବା ଆବଶ୍ୟକ
ସମକକ୍ଷ : ଭବିତବ୍ୟ, ଭବିଷ୍ୟ କାଳୀନ
ଅନ୍ୟ ଭାଷାରେ ଅନୁବାଦ :