ଅର୍ଥ : ହାଡ଼ରେ ପ୍ରସ୍ତୁତ ମାଳା
ଉଦାହରଣ :
ତାନ୍ତ୍ରିକର ଗଳାରେ ଅସ୍ଥିମାଳା ଅଛି
ସମକକ୍ଷ :
ଅସ୍ଥିହାର, ହାଡ଼ମାଳ, ହାଡ଼ମାଳା, ହାଡ଼ହାର
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace