ଅର୍ଥ : ଯେଉଁ ଦେଶଟି ସମ୍ପୂର୍ଣ୍ଣରୂପେ ଅଷ୍ଟ୍ରେଲିଆ ମହାଦ୍ୱୀପକୁ ଘେରି ରହିଛି
ଉଦାହରଣ :
ଅଷ୍ଟ୍ରେଲିଆକୁ ସର୍ବପ୍ରଥମେ କୋଡ଼ିଏ ହଜାର ବର୍ଷ ପୂର୍ବେ ଦକ୍ଷିଣ-ପୂର୍ବ ଏସୀୟ ମାନେ ଆସିଥିଲେ
ଅନ୍ୟ ଭାଷାରେ ଅନୁବାଦ :
एक देश जो पूरे आस्ट्रेलिया महाद्वीप को घेरे हुए है।
आस्ट्रेलिया में सबसे पहले बीस हजार वर्ष पूर्व दक्षिण-पूर्वी एशियाई आए थे।ଅର୍ଥ : ଗୋଟିଏ ମହାଦ୍ୱୀପ
ଉଦାହରଣ :
ଅଷ୍ଟ୍ରେଲିଆ ସବୁଠୁ ଛୋଟ ମହାଦ୍ୱୀପ
ସମକକ୍ଷ : ଅଷ୍ଟ୍ରେଲିଆ ମହାଦ୍ୱୀପ
ଅନ୍ୟ ଭାଷାରେ ଅନୁବାଦ :
एक महाद्वीप।
आस्ट्रेलिया सबसे छोटा महाद्वीप है।The smallest continent. Between the South Pacific and the Indian Ocean.
australia