ଅର୍ଥ : ଈଶ୍ୱରଙ୍କ ପ୍ରତି ଥିବା ପ୍ରେମ
ଉଦାହରଣ :
ଈଶ୍ୱର ପ୍ରେମରୁ ହିଁ ପ୍ରକୃତ ଆନନ୍ଦାନୁଭୁତି ମିଳେ
ସମକକ୍ଷ : ଈଶ୍ୱର ପ୍ରେମ, ଐଶ୍ୱରିକ ପ୍ରେମ, ପ୍ରଭୁ ପ୍ରେମ, ବିଭୁ ପ୍ରେମ
ଅନ୍ୟ ଭାଷାରେ ଅନୁବାଦ :
वह प्रेम जो ईश्वर के प्रति हो।
सच्चे आनन्द की अनुभूति ईश्वर प्रेम से ही संभव है।A strong positive emotion of regard and affection.
His love for his work.