ଅର୍ଥ : ଯେଉଁ କର୍ମଚାରୀ ନ୍ୟାୟାଳୟ ବାହାରେ କାମ କରେ
ଉଦାହରଣ :
ଅମୀନ କୋରକି କରିବା, ଜମି ମାପିବା, କୌଣସି ସ୍ଥାନର ନିରୀକ୍ଷଣ ଆଦି କାମ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह कर्मचारी जो न्यायालय के बाहर-बाहर का काम करता है।
अमीन कुरकी कराने, भूमि नापने, किसी स्थान विशेष का निरीक्षण करने आदि का काम करता है।An officer of the court who is employed to execute writs and processes and make arrests etc..
bailiffଅର୍ଥ : ପଶ୍ଚିମ ଭାରତର ଗୋଟିଏ ଜାତି
ଉଦାହରଣ :
ନିଜ ଅନୁସନ୍ଧାନ କାର୍ଯ୍ୟ ନିମନ୍ତେ ମହେଶ ଅମୀନ ପରିବାରଗୁଡ଼ିକୁ ଭେଟିଲା
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati